ଡମ୍କମ୍ୟୁନିଟି ୱେବ୍ସାଇଟ୍
ଆମର୍ ଡମ୍ ୱେବ୍ସାଇଟେ ସବୁକେ ନମସ୍କାର୍ ଆୟ୍ରି ସ୍ୱାଗତ୍। ଅ ୱେବ୍ସାଇଟେ ଆମର୍ ଡମ୍ ଭାଷାର୍ ବାଇବଲ୍, ଗୀତ୍, ଭିଡିଓ, କାତାନୀ,ଫୋଟ ଲୋଡ୍ହିଆ ଆଚେ, ତୁମେ ମାନ୍ ଚାଇଁଲେ ଦେକୁ ପାରାସ୍।
Verse of the day
ହେ ଇସ୍ରାଏଲ, ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି।
ଦୁତିୟ ବିବରନ୍ ଯିହୋଶୁୟ ପୁସ୍ତକ୍ 6:4