କଇନ ଆୟ୍ରି ହେବଲର୍ କାତାନୀ ଆଦମ୍ ଆୟ୍ରି ହବାକେ ଦୁଇଟା ପିଲା ରୟ୍ଲା, ବଡ୍ ପିଲାର୍ ନାଁ କଇନ ଆୟ୍ରି ସାନ୍ ପିଲାର୍ ନାଁ ହେବଲ। କଇନ ଚାଷ୍ କାମ୍ କର୍ତେରୟ୍ ଆୟ୍ରି ହେବଲ ମେଣ୍ଡା ଚରାୟ୍ତେ ରୟ୍। ଦୁଇଲୋକ୍ ମାପୃ କେ ଦାନ୍ ଦେବାକେ ଗଲା, କଇନ ଚାଷ୍ କର୍ଲାଟା ନେଲ ଆୟ୍ରି ହେବଲ ମେଣ୍ଡା ଗୋଟେକ୍ ନିଆଗଲ। ପ୍ରଭୁ ହେବଲର୍ ଦାନ୍କେ ଗ୍ରହନ୍ କର୍ଲା ମାତର୍ କଇନର୍ ଦାନ୍କେ ଗ୍ରହନ୍ ନାଇଁ କର୍ଲା। କଇନ ହେବଲ କେ ଆଁକାର୍ ହିଆ ରିସା ହିଆଗଲ ଆୟ୍ରି ମାର୍ବାକେ ଯୋଜ୍ନା କର୍ଲ। କଇନ ହେବଲ କେ ବେଡ଼଼ାୟ୍ ଡାକାନିଆ ପାକ୍ନା ଲଗେ ମାରା ମରୁଆ ଦେଲ। କଇନ ବେଡ଼଼ାୟ୍ କାମ୍ କର୍ବାବେଲେ ପ୍ରଭ କଇନ କେ ହେବଲ କେନେ ପାଚାର୍ଲା କଇନ ଡରାଗଲ। କଇନ ନାଇ ପ୍ରଭୁ ହେବଲ କେନେଗଲ ମୁଇ ନାଇଁଜାନି ବଲା କୟ୍ଲ। ପ୍ରଭୁ କଇନ କେ ଅଭିଶାପ୍ ଦିଆ କଷ୍ଟ କର୍ଲେ ଆକା ଖାୟ୍ବାକେ ପାୟ୍ଦେସ୍ ବଲା କୟ୍ଲା।