ଆରମ୍ ପୃଷ୍ଟା

ମର୍ ଗାଁ

ଡମ୍‌କମ୍ୟୁନିଟି ୱେବ୍‌ସାଇଟ୍

 ଆମର୍‌ ଡମ୍ ୱେବ୍‌ସାଇଟେ ସବୁକେ ନମସ୍କାର୍ ଆୟ୍‌ରି ସ୍ୱାଗତ୍। ଅ ୱେବ୍‌ସାଇଟେ ଆମର୍ ଡମ୍ ଭାଷାର୍ ବାଇବଲ୍‌, ଗୀତ୍, ଭିଡିଓ, କାତାନୀ,ଫୋଟ ଲୋଡ୍‌ହିଆ ଆଚେ, ତୁମେ ମାନ୍ ଚାଇଁଲେ ଦେକୁ ପାରାସ୍।

Verse of the day

ସଦାପ୍ରଭୁ ମୋହର ଶୈଳ, ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି; ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ।

ଗୀତସଂହିତା 18:2
ସି ୱାଇ ଏସ୍‌ଡି
ଭିନ୍ ଲୋକ୍ ମାନ୍‌କେ ପାଟୁଆ

Your encouragement is valuable to us

Your stories help make websites like this possible.